ଅଳଙ୍କାର ଦୋକାନ ଲୁଟ୍‌ ଘଟଣା : ସସ୍‌ପେନ୍ସ କ୍ୟାମେରାରେ ଲୁଟେରାଙ୍କ କାରନାମା

ଭୁବନେଶ୍ୱର : ଫୁଲ୍‌-ପ୍ରୁଫ୍‌ ପ୍ଲାନ୍‌ ସହ ଆସିଥିଲେ ଲୁଟେରା। କେଉଁଠି ସିସି କ୍ୟାମେରା, କେଉଁଠି କାଚ କବାଟ ଓ କେଉଁଠି ଷ୍ଟ୍ରଙ୍ଗ ରୁମ୍‌; ସବୁ ସେମାନଙ୍କୁ ଜଣାଥିଲା। ବିଲେଇ କପାଳକୁ ଶିକା ଛିଡ଼ିବା ଭଳି ସେରାତିରେ ପିସିଆର୍‌ ଗାଡ଼ି ଥରକ ପାଇଁ ବି ସେବାଟ ଦେଇ ଯାଇନଥିଲା। ତେଣୁ ୪ ଘଣ୍ଟା ମଧ୍ୟରେ ସବୁ କାମ ଅନାୟାସରେ ହୋଇଯାଇଥିଲା। ଦୋକାନରେ ଥିବା ୭୦ ଲକ୍ଷ ଟଙ୍କାର ସୁନା, ରୁପା ଗହଣା … Continue reading ଅଳଙ୍କାର ଦୋକାନ ଲୁଟ୍‌ ଘଟଣା : ସସ୍‌ପେନ୍ସ କ୍ୟାମେରାରେ ଲୁଟେରାଙ୍କ କାରନାମା